ନ୍ୟୁଜରୁମ: ସକାଳର ଖବର

୧.ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

୨.ସିଡାକକୁ ମିଳିଲା ଉତ୍କର୍ଷ କେନ୍ଦ୍ରର ମାନ୍ୟତା

୩.ଜଷ୍ଟିସ ଏସ. ମୁରଲୀଧର ହେବେ ଓଡିଶା ହାଇକୋର୍ଟର ପରବର୍ତୀ ମୁଖ୍ୟ ବିଚାରପତି

୪.ଆସନ୍ତା ୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ

୫.ଏମଏସଏମଇ କ୍ଷେତ୍ର ପାଇଁ ୨୮୯ ଦଶମିକ ୪୨ କୋଟିିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୬.କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଂଟ, ନିର୍ବାଚନ ମଡେଲରେ ହେବ ଟିକାକରଣ

୭.ସାଇବର ଠକେଇ ନେଇ ପୋଲିସ କମିଶନରଙ୍କ ସୂଚନା : ଝାଡଖଣ୍ଡର ଜମତରା ଗ୍ୟାଙ୍ଗ୍‌ର ଓଡିଶା ଲିଙ୍କ୍ ନାହିଁ

୮.ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପୁୁଡୁଚେରୀକୁ ଡାକ୍ତରୀ ଟିମ ପଠାଇଲେ ରାଜ୍ୟ ସରକାର

୯.ଠକେଇ ମାମଲା : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ କ୍ରାଇମବ୍ରାଂଚ ରିମାଣ୍ଡ

୧୦.ଏମ୍ସ ନର୍ସଙ୍କ ଆନ୍ଦୋଳନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରୋକ୍‌, କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

୧୧.ସୁପ୍ରିମକୋର୍ଟଙ୍କ ରାୟ: ତାଲିମପ୍ରାପ୍ତ ଆୟୁଷ ଓ ହୋମିଓପାଥି ଡାକ୍ତର କରୋନା ରୋଗୀଙ୍କ ପାଇଁ ଔଷଧ ଲେଖିପାରିବେ

୧୨.କରୋନାରେ ନୌସେନା ଭାଇସ୍ ଆଡମିରାଲ ଶ୍ରୀକାନ୍ତଙ୍କ ପରଲୋକ

୧୩.ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ଭାରତର ନିମନ୍ତ୍ରଣ ଗ୍ରହଣ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍‌

୧୪.ଟିଭି ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା ମାମଲାରେ ସ୍ୱାମୀ ହେମନ୍ତ ଗିରଫ

୧୫.କରୋନା କାରଣରୁ ଏଥର ହେବନି ସଂସଦର ଶୀତକାଳୀନ ଅଧିବେଶନ

୧୬.ବିଡେନଙ୍କ ବିଜୟରେ ଲାଗିଲା ମୋହର

 

Comments are closed.