ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର- ପାଠକ ବାପ-ପୁଅଙ୍କ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଖୋର୍ଦ୍ଧା ଏଡିଜେ କୋର୍ଟ-୩ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରଦୀପଙ୍କୁ ଜାମିନ ନ ଦେବାକୁ କ୍ରାଇମବ୍ରାଂଚ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ ।

Comments are closed.