ଭୁବନେଶ୍ୱରରେ ବନ୍ଦ ରହିବ ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର-ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବରର ସବୁ ଧାର୍ମିକ ସ୍ଥଳ ରେ ଆଜିଠାରୁ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଏ ବାବଦରେ ବିଭିନ୍ନ ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ବିଏମସି । ଏଣିକି ଧର୍ମାନୁଷ୍ଠାନ ରେ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି । କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ । ଖୁବଶୀଘ୍ର ବିଏମସି ଗାଇଡଲାଇନ ଜାରି କରିବ ବୋଲି ବିମସି କମିଶନର ସୂଚନା ଦେଇଛନ୍ତି ।

Comments are closed.