ମଲ୍ଟି ପ୍ରୋଟକଲ ଲେବଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କିଂର ଶୁଭାରମ୍ଭ

ଭୁବନେଶ୍ୱର- ମଲ୍ଟି ପ୍ରୋଟକଲ ଲେବଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ବିଭିନ୍ନ ବିଭାଗର ଅଫିସ ସହ ସଂପର୍କ ସ୍ଥାପନ ସହଜ ହେବ । ଏହି ବ୍ୟବସ୍ଥା ଦ୍ୱାରା ଗୋଟିଏ ନେଟୱର୍କରେ ସମସ୍ତ ଅଫିସ ଯୋଡି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ୫-ଟି କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବ ।

Comments are closed.