ଭୁବନେଶ୍ୱର-ଟେକ୍ନୋଲୋଜି ଜରିଆରେ ପ୍ରାଶାସନକି ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ୱୀକୃତି । ଏ କ୍ଷେତ୍ରରେ ନବୀନ ସରକାରଙ୍କ ବହୁ ଚର୍ଚ୍ଚିତ ୫-ଟି ପଦକ୍ଷେପ ସର୍ବଶ୍ରେଷ୍ଠ ବିବେଚିତ ହୋଇଛି ।
ଇଲେଟ୍ସଅନଲାଇନର ଦଶମ ଜ୍ଞାନ ବିନିମୟ ସମ୍ମିଳନୀରେ ମୋ ସରକାର ୫-ଟି ପଦକ୍ଷେପକୁ ଆୱାର୍ଡ ଅଫ୍ ଏକ୍ସିଲେନ୍ସ ମିଳିଛି । ନାଗରିକଙ୍କ ପାଇଁ ବିଭିନ୍ନ ସେବା ଉପଲବ୍ଧ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ମୋ ସରକାର ୫-ଟି ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।
Comments are closed.