ରାଜଧାନୀର ସହିଦ ନଗରରୁ ସେଲଫୋନ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର- ରାଜଧାନୀର ସହିଦ ନଗରରେ ମୋବାଇଲ ଫୋନ୍ ଲୁୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଅନୁଗୁଳର ସଂଜୟ ଗଡନାୟକ ଓ ଲିପୁନ ସାହୁ । ସେମାନଙ୍କ ନିକଟରୁ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ଚୋରି ଫୋନ ଜବତ କରାଯାଇଛି । ପୂୂୂୂର୍ବରୁ ମାମଲାରେ ୬ ଜଣ ଗିରଫ ହୋଇଥିଲେ । ଚୋରି ସେଲଫୋନ କିଣିଥିବା ୮୨ ଜଣ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ।

Comments are closed.