ରାଜ୍ୟରେ ଧାନକିଣା ନେଇ କାଲି ଗୃହରେ ଉତ୍ତର ରଖିବେ ସମବାୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଧାନକିଣା ନେଇ ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ । ଧାନ କିଣା ପ୍ରସଙ୍ଗରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ୭ ଦିନ ପରେ ଧାନକିଣାରେ ଅଗ୍ରଗତି ନେଇ ପୁଣି ଗୃହକୁ ଜଣାଇବେ ବିଭାଗୀୟ ମନ୍ତ୍ରୀ । ତେବେ, ବାଚସ୍ପତିଙ୍କ ନିର୍ଦ୍ଦେଶକୁ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି ।

Comments are closed.