ହୁମ୍ମା ନିକଟରେ ଓଲଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ଜାତୀୟ ରାଜପଥରେ ଏକ ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି । ତେବେ,ଗ୍ୟାସ ଲିକ୍‌ର ସୂଚନା ନାହିଁ । ଟ୍ୟାଙ୍କରଟି ପାରାଦପରୁ ବିଶାଖାପାଟଣା ଯାଉଥିଲା । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ ବନ୍ଦ ରଖାଯାଇଛି । ଘଟଣା ସ୍ଥଳରେ ରମ୍ଭା ପୋଲିସ ପହଂଚିଛି ।

Comments are closed.