ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ: ନବୀନ

ଏନଏମଏ ବାଇ ଲ’ ବିଜ୍ଞପ୍ତି ବାତିଲ ପାଇଁ ନବୀନଙ୍କ ଦାବି

ପୁରୀ – ଜାତୀୟ ସ୍ମାରକୀ ପ୍ରାଧିକରଣ-ଏନଏମଏ ଦ୍ୱାରା ନିର୍ମାଣ କଟକଣା ନେଇ ପ୍ରସ୍ତାବିତ ବାଇ ଲ’ ବିଜ୍ଞପ୍ତି ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲା ପରେ ଏହା ଦାବି କରିଛନ୍ତି ନବୀନ । କେନ୍ଦ୍ର ସରକାର ବାଇ ଲ’କୁ ପ୍ରତ୍ୟାହାର କରିବା ଉଚିତ । ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.