ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍ OdiaFeaturedଓଡ଼ିଶା By The Newsroom Network On Feb 22, 2021 Share ଭୁବନେଶ୍ୱର- ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ୧ ଦଶମିକ ୭୦ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ ମନ୍ତ୍ରୀ ପରିଷଦ । Odisha Assembly Share FacebookTwitterGoogle+WhatsAppEmailPinterestReddIt
Comments are closed.