ଆସନ୍ତାକାଲି ନୂଆପଡା ଯିବେ ନବୀନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ଶୁଭାରମ୍ଭ

ଭୁବନେଶ୍ୱର- କଳାହାଣ୍ଡି ଓ ସୁନ୍ଦରଗଡ ପରେ ନୂଆପଡା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ବିକାଶ ପର୍ବରେ ଯୋଡି ହେବ ନୂଆ ଫର୍ଦ୍ଦ । ମାର୍ଚ୍ଚ ୧୦ ତାରିଖରେ ନୂଆପଡା ଗସ୍ତ କରି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ । ଏହି ସବୁ ପ୍ରକଳ୍ପ ଲୋକଙ୍କୁ ଉନ୍ନତ ସେବା ସହ ନୂଆପଡାର ବିକାଶରେ ବିଶେଷ ସହାୟକ ହେବ ।

Comments are closed.