ୱାଇ. ଜେଠୱାଙ୍କୁ କ୍ରାଇମବ୍ରାଂଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ୱାଇ. ଜେଠୱାଙ୍କୁ କ୍ରାଇମବ୍ରାଂଚ ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି । କ୍ରାଇମବ୍ରାଂଚ ଏଡିଜି ଭାବେ ଜେଠୱା ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପୋଲିସ ଡିଜିଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଆଇନଶୃଙ୍ଖଳା ଏଡିଜି ଅଛନ୍ତି ଜେଠୱା ।

Comments are closed.