ଡାଏଲ ୧୧୨ ନମ୍ବର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ଆରମ୍ଭ ହୋଇଛି ଡାଏଲ ୧୧୨ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ଡାଏଲ ୧୧୨ର ଶୁଭାରମ୍ଭ କରିଛନ୍ତି । ସବୁ ଜରୁରୀ ସେବା ପାଇଁ ଗୋଟିଏ ନମ୍ବର ରହିବ । ଏଣିକି ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ପାଇଁ ୧୧୨ ଡାଏଲ କରିବାକୁ ହେବ । ଜନସାଧାରଣଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

Comments are closed.