ବିଜୁ ଯୁବ ଜନତା ଦଳ ସମ୍ବଲପୁର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ସମ୍ବଲପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀ ର ତାଲବ ପଞ୍ଚାୟତ ସୋନୁ ଟିକରା ରେ ଯୁବ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଙ୍କ ନେତୃତ୍ଵରେ ଅନୁଷ୍ଠିତ ଆଜିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ପୂର୍ବତନ ଏସ୍ ଡି ଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ଉଦଘାଟନ କରିଥିଲେ l

ଏହି ରକ୍ତଦାନ ଶିବିର ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେଡି ବରିଷ୍ଠ ନେତା ରାଜ କିଶୋର ଦାସ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ମୋତିଲାଲ ତନ୍ତୀ, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ସମ୍ପାଦକ ମନୋଜ ମହାପାତ୍ର, ଛାତ୍ର ବିଜେଡ଼ି ସମ୍ବଲପୁର ଜୋନ୍ ସଭାପତି ମିଳନ ହୋତା, ଯୁବ ନେତା ପ୍ରବିଣ ବେହେରା, ଜିଲ୍ଲା ଯୁବ ବିଜେଡ଼ି ଆଇ ଟି ସଂଯୋଜକ ଚିତ୍ତ ରଞ୍ଜନ ରାଉଳ, ସମ୍ପାଦକ ମଞ୍ଜୁ ଓରାମ୍, ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ସୁମିତ ପଟେଲ, ଜୋନ୍ ସମ୍ପାଦକ ଦେବ ଜ୍ୟୋତି ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ରାଜେଶ ଚଇନି, ନଗର ସମ୍ପାଦକ ଭାସ୍କର ଭଟ୍ଟାଚାର୍ଯ୍ୟ, ମହେନ୍ଦ୍ର ଓରାମ୍, ସଳେନ୍ଦ୍ରୀ ନାୟକ, ମିତାଲୀ ସାହୁ, ସହଦେବ ଓରାମ,ବିଜୟ ରାଜପୁତ ସ୍ନେହାଶିସ ମିର୍ଦ୍ଧା, ସଚିନ ଜେନା ନିଳାଞ୍ଚଳ ଜେନା, ପୁର୍ବତନ ସରପଞ୍ଚ ଶୁସାନ୍ତ ଡନସେନା, ପ୍ରଦୀପ ଓରାମ,ଅମନ ଡନସେନା, କ୍ଷିରୋଦ ଶଣ୍ଡ,ରିଙ୍କୁ ଡନସେନା,ସାହିଲ୍ ସା ,ରାଜୁ ମିର୍ଦ୍ଧା,ବିକାଶ ଡନସେନା, ରାହୁଲ୍ ଭୁଏ, ଅମୃତ ସା,ସଂକିର୍ତନ ସା, ଦେବାଶିଷ ମିର୍ଦ୍ଧା, ବାସୁଦେବ ମିର୍ଦ୍ଧା, ଅଙ୍କନ ଡନସେନା ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l

ସୋନୁ ଟିକରା ଗ୍ରାମର ଏହା ଥିଲା ପ୍ରଥମ ରକ୍ତଦାନ ଶିବିର l ଏହି ଶିବିର ପ୍ରାୟ ଅଧିକଂଶ ରକ୍ତଦାତାଙ୍କ ଏହା ଥିଲା ପ୍ରଥମ ରକ୍ତଦାନ l ଯୁବ ବିଜେଡ଼ି ପକ୍ଷରୁ ଆସନ୍ତା 26 ମାର୍ଚ ରେ ରେଙ୍ଗାଲିରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଯାଇଛି l

Comments are closed.