ଜେଇଇ ମେନ୍ ରେଜଲ୍ଟ , ୧୩ ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ନମ୍ବର,୯୯ ପ୍ରତିଶତ ନମ୍ବର ସହ ଦେବାଶିଷ ପଣ୍ଡା ଓଡିଶା ଟପ୍ପର

ଭୁବନେଶ୍ୱର-ଏନଟିଏ ପକ୍ଷରୁ ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି । ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏଁ ହୋଇଥିଲା ପରୀକ୍ଷା । ମାତ୍ର ୬ ଦିନରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୩ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ୯୯ ପ୍ରତିଶତ ନମ୍ବର ରଖି ଦେବାଶିଷ ପଣ୍ଡା ଓଡିଶା ଟପ୍ପର ହୋଇଛନ୍ତି । ୩୩୪ଟି ସହରର ୭୯୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

Comments are closed.