ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ – ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବଳଗଣ୍ଡି ଛକ ନିକଟରେ ମାଉସୀ ମା’ ତାଲା ମନ୍ଦିରରୁ ଚୋରି ହୋଇଯାଇଛି । ମନ୍ଦିର ଗେଟ୍ ତାଲା କାଟିବା ସହ ହୁଣ୍ଡି ଭାଙ୍ଗି ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଚୋର । ନଗଦ ୩୦ ହଜାର ଟଙ୍କା ସହ ମା’ଙ୍କ ସୁନା ଓ ରୁପା ଅଳଙ୍କାର ଚୋରି ଯାଇଛି । କୁମ୍ଭାରପଡା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Comments are closed.