ଭୀମସାରରେ ପୁଣି କୋରୋନା, ରୋଗୀ ପଜିଟିଭ ଚିହ୍ନଟ ପରେ ୱାର୍ଡ ବିଶୋଧନ

ସମ୍ବଲପୁର – ବୁର୍ଲା ଭୀମସାରରେ ପୁଣି କୋରୋନା । ଭୀମସାରରେ କାର୍ଡିଓଲୋଜି ବିଭାଗରେ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ୱାର୍ଡକୁ ବିଶୋଧନ କରାଯାଇ କୋରୋନା ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି ବୁର୍ଲା ମେଡିକାଲ ସୁପରିଟେଣ୍ଡେଂଟ ସୂଚନା ଦେଇଛନ୍ତି ।

Comments are closed.