ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରୋପ୍ ୱେ

ଭୁବନେଶ୍ୱର- ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରୋପ୍ ୱେ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆକସ୍ନ ପ୍ଲାନ ପ୍ରସ୍ତୁତ କରିଛନ୍ତି । କପିଳାସ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଂଚଲିଙ୍ଗେଶ୍ୱରରେ ରୋପ୍ ୱେ କରିବାକୁ ଯୋଜନା ରହିଛି । ୧୬ ମାସ ମଧ୍ୟରେ ରୋପ୍ ୱେ କାମ ସରିବ । ପୁରୀ-କୋଣାର୍କ ରୋପ୍ ୱେ୍ ପାଇଁ ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

Comments are closed.