ଲାଂଚ ଓ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ବାରଙ୍ଗ ତହସିଲଦାର ଗିରଫ

କଟକ- ଲାଂଚ ଓ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ବିଚିତ୍ରାନନ୍ଦଙ୍କ ଗାଡିରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଥିଲା । କଟକର ବାରଙ୍ଗ, ଭୁବନେଶ୍ୱର ଓ ଢେଙ୍କାନାଳରେ ଚଢାଉ କରିଥିଲା ଭିଜିଲାନ୍ସ ।

Comments are closed.