ଏଥର ବିନା ଭକ୍ତରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣ ରଥଯାତ୍ରା ଏଥର ବିନା ଭକ୍ତରେ ହେବ । ରଥଯାତ୍ରା ଓ ବାହୁଡା ଯାତ୍ରାରେ ଭକ୍ତଙ୍କ ଉପସ୍ଥିତି ରହିବ ନାହିଁ । କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ । ରୁକୁଣା ରଥଯାତ୍ରା କେବଳ ସେବାୟତଙ୍କୁ ନେଇ ହେବ । ରଥକୁ ବିଏମସି ପକ୍ଷରୁ ସାନିଟାଇଜ କରାଯିବ । ରୁକୁଣା ରଥଯାତ୍ରା ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

 

Comments are closed.