ଗୁରୁସେତୁରେ ଓଡିଶା ପୋଲିସ ଓ ବିଏସଏଫର ନୂଆ ସିଓବି ପ୍ରତିଷ୍ଠା

ମାଲକାନଗିରି – ସୀମା ସୁରକ୍ଷା ବାହିନୀ, ସ୍ପେଶାଲ ଅପରେସନ ଗ୍ରୁପ୍ ଏସଓଜି ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଏକ ଟିମ୍ ଏବଂ ମାଲକାନଗିରି ଏସପି, ସ୍ୱାଭିମାନ ଅଂଚଳର ଗୁରୁସେତୁ ଯାଇ ବିଏସଏଫ୍ ପାଇଁ କଂପାନି ଅପରେଟିଂ ବେସ୍ –ସିଓବି ପ୍ରତିଷ୍ଠା କରିଛନ୍ତି ।

ଓଡିଶା ପୋଲିସ ଏବଂ ବିଏସଏଫ୍‌ର ଏହି ନୂଆ ସିଓବି ସହ ସଂପୃକ୍ତ ଅଂଚଳର ଲୋକେ ଅଧିକ ସୁରକ୍ଷିତ ମନେ କରିବେ । ପୂର୍ବରୁ ପଣସପୁଟରେ ମଧ୍ୟ ବିଏସଏଫର ସିଓବି କାର୍ଯ୍ୟ କରୁଛି ।

Comments are closed.