ରିପବ୍ଲିକ ଟିଭି ଚ୍ୟାନେଲର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ- ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ପୋଲିସ ଆଜି ଗୋସ୍ୱାମୀଙ୍କ ବାସଭବନକୁ ଯାଇ ତାଙ୍କୁ ଗିରଫ କରିଥିଲା । ଆତ୍ମହତ୍ୟାକୁ ଉସୁକାଇବା ମାମଲାରେ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି ।

୫୩ ବର୍ଷ ବୟସ୍କ ଜଣେ ଇଂଟରିୟର ଡିଜାଇନରଙ୍କ ଆତ୍ମହତ୍ୟ ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ ଗିରଫ କରଛି । ତେବେ ଏହି ମାମଲା ବନ୍ଦ ହୋଇଯାଇଥିଲା ଓ ଅର୍ଣ୍ଣବଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇଛି ବୋଲି ସଂପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ।

Comments are closed.