ନାଚିକା ଲିଙ୍ଗାଙ୍କୁ ମିଳିଲା ସର୍ତମୂଳକ ଜାମିନ Odiaଓଡ଼ିଶା By The Newsroom Network On Nov 4, 2020 Share କଟକ- ଚାଷୀ ମୂଲିଆ ଆଦିବାସୀ ନେତା ନାଚିକା ଲିଙ୍ଗାଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ ସର୍ତ ତଳକୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ହାଇକୋର୍ଟ । ୨୦୦୯ ମସିହାରେ ନାରାୟଣପାଟଣା ଥାନା ଆକ୍ରମଣ ଘଟଣାରେ ନାଚିକା ଲିଙ୍ଗାଙ୍କୁ ଜେଲ୍ ହୋଇଥିଲା । Share FacebookTwitterGoogle+WhatsAppEmailPinterestReddIt
Comments are closed.