ବାପା ରଘୁନାଥଙ୍କ ପରେ ପୁଅ ପ୍ରଶାନ୍ତ ବି କୋରୋନାରେ ଆଖିବୁଝିଲେ

ଭୁବନେଶ୍ୱର- ବାପାଙ୍କ ପରେ ପୁଅ ବି କୋରୋନାରେ ଚାଲିଗଲେ ଗତ ସପ୍ତାହରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ କୋରୋନାରେ ଦେହାନ୍ତ ହୋଇଯାଇଥିଲା । ଏହା ସ୍ୱର୍ଗତଃ ମହାପାତ୍ରଙ୍କ ପୁଅ ବି କୋରୋନାରେ ଆଖି ବୁଜିଛନ୍ତି । ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏମସରେ ସେ ଚିକିତ୍ସାଧୀନ ଥିଲେ ।

Comments are closed.