ପୁରୀରେ ଆଉ ୨ ରଥ ନିର୍ମାଣ ସେବକଙ୍କୁ କୋରୋନା

ପୁରୀ- ପୁରୀରେ ଆଜି ଆଉ ଦୁଇ ଜଣ ରଥନିର୍ମାଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ମହାରଣା ସେବକ ଓ ଜଣେ ଭୋଇ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ଯାଏଁ ୨୦ ଜଣ ରଥ ନିର୍ମାଣ ସେବକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ ସେଂଟରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

Comments are closed.