ପ୍ରଭାବିତ ଜିଲ୍ଲାଗୁଡିକରୁ ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଲା କୃଷି ବିଭାଗ

ଭୁବନେଶ୍ୱର- ପ୍ରଭାବିତ ଜିଲ୍ଲାଗୁଡିକରୁ ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ମାଗିଛି କୃଷି ବିଭାଗ । ୨୪ ଘଂଟା ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ଓ ମତ୍ସ୍ୟ ପଶୁ ପାଳନ ବିଭାଗରେ କ୍ଷେତ୍ର ଅଧିକାରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି । ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Comments are closed.