ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁରୀ ଏସପି

ପୁରୀ- ଶ୍ରକ୍ଷେତ୍ରରେ ଶ୍ରୀଜିଉଙ୍କ ଆସନ୍ତା ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଗତବର୍ଷର ସୁରକ୍ଷା ଢାଂଚା ସଂପର୍କରେ ବିଶ୍ଳେଷଣ କରିଛନ୍ତି ଏସପି କନୱର ବିଶାଲ ସିଂହ । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ହିଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଭଉଁରୀ ଯାତ୍ରା ପାଇଁ ପୁରୀରେ ୫ ପ୍ଲାଟୁବ ପୋଲିସ ଫୋର୍ସ ମୁତୟନ କରାଯିବ ।

Comments are closed.