ୟୁଜି/ପିଜି ପରୀକ୍ଷା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର- ୟୁଜି/ପିଜି ପରୀକ୍ଷା ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ବସୁଛି । କେବେ ଓ କିଭଳି ୟୁଜି/ପିଜି ପରୀକ୍ଷା ହେବ,ସେ ସଂପର୍କରେ ବୈଠକରେ ଆଲୋଚନା କରାଯିବ । ପରୀକ୍ଷାର ରୂପରେଖ ନେଇ କୁଳପତିମାନଙ୍କ ସହ ଆଲୋଚନା କରିବେ ବିଭାଗୀୟ ମନ୍ତ୍ରୀ ।

Comments are closed.