ରାଜ୍ୟପାଳଙ୍କ ରଜ ଶୁଭେଚ୍ଛା

ଭୁବନେଶ୍ୱର- ରଜ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରଜ ଓଡିଶାର ସାଂସ୍କୃତିକ ଗଣପର୍ବ ବୋଲି କହିଛନ୍ତି ରାଜ୍ୟପାଳ । ସବୁ ଓଡିଶାବାସୀ ବିଶେଷ କରି ମା ଓ ଝିଅମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ । ସାଂପ୍ରତିକ ପରିସ୍ଥିତିରେ ଏହାକୁ ଘରେ ରହି ପରିବାର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Comments are closed.