ଓଜେଇଇ ସ୍ଥଗିତ, ଅନଲାଇନ ଆବେଦନର ସମୟସୀମା ବୃଦ୍ଧି

ଭୁବନେଶ୍ୱର- କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇକୁ ସ୍ଥଗିତ କରଦିଆଯାଇଛି । ଏହି ପରୀକ୍ଷା ଆସନ୍ତା ୧୭ ତାରିଖରେ ଆରମ୍ଭ ହେବାର ଥିଲା । ଓଜେଇଇ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନର ସମୟସୀମା ବି ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ୨୦୨୧ ଜୁଲାଇ ୧୨ ସୁଦ୍ଧା ଆବେଦନ କରିପାରିବେ । ଏଥିପାଇଁ ୨୦୨୧ ଜୁଲାଇ ୨୪ ମଧ୍ୟରେ ଫି’ ଦାଖଲ କରିହେବ ।

Comments are closed.