ଘରୁ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର କଡା ନିର୍ଦ୍ଦେଶ

ଭୁବନେଶ୍ୱର- କୋରୋନା କଟକଣା ଆଂଶିକ କୋହଳ ହେଲା ପରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ହୋଲି ରାଜ ସରକାରଙ୍କ ନୂଆ ଗାଇଲାଇନ୍ସରେ କୁହାଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । ଘରେ ରହି କାମ କରିବାକୁ ଥିବା କର୍ମଚାରୀମାନେ ମୋବାଇଲରେ ଆଲର୍ଟ ରହିବେ । ଯେ କୌଣସି ସମୟରେ ଡକାଗଲେ ସେମାନେ ଅଫିସ ଆସିବେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.