ମହାପ୍ରଭୁଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତି ନିର୍ଘଂଟ ଚୂଡାନ୍ତ

ପୁରୀ – ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଂଟ ସ୍ଥିର ହୋଇଛି । ଜୁଲାଇ ୨୧ ତାରିଖରେ ମହାପ୍ରଭୁଙ୍କ ସୁନାବେଶ ହେବ । ଅପରାହ୍ନ ୪ଟାରୁ ସାଢେ ୫ ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ କରାଯିବ । ରାତି ୧୧ଟାରୁ ୧୨ଟା ମଧ୍ୟରେ ହେବ ବେଶ ଓଲାଗି ନୀତି । ଜୁଲାଇ ୨୨ ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବ । ଜୁଲାଇ ୨୩ରେ ହେବ ନିଳାଦ୍ରୀ ବିଜେ । ସେହିଦିନ ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ । ରାତି ୧୦ଟାରେ ପହଣ୍ଡି ଶେଷ ହେବ ।

Comments are closed.