୬ ଲକ୍ଷ ଟିକା ଓଡିଶାକୁ ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଏସିଏସ

ଭୁବନେଶ୍ୱର- ଅତିରିକ୍ତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ମାସରେ ୬ ଲକ୍ଷ କୋଭିଡ ଟିକା ଓଡିଶାକୁ ଯୋଗାଇବାକୁ ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ଜୁନ୍ ୨୯ ସୁଦ୍ଧା ଟିକା ନ ପହଂଚିଲେ ଟିକାକରଣ ଅଭିଯାନ ପ୍ରଭାବିତ ହୋଇପାରେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ କ୍ୟାପେଂନ୍ ମୋଡରେ କୋଭିଡ ଟିକାକରଣ ଚାଲିଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Comments are closed.