କେନ୍ଦ୍ରରୁ ଆସିନି ଟିକା, ଆଜି ୧୬ ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଜୁନ୍ କୋଟା ବାହାରେ ଆଉ ୬ ଲକ୍ଷ ଟିକା କେନ୍ଦ୍ରକୁ ମଗାଯାଇଥିଲା । କିନ୍ତୁ ଟିକା ପହଂଚି ନ ପାରିବାରୁ ଟକାକରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଆଜି ଲକ୍ଷେ କୋଭିଶିଲ୍ଡ ଟିକା ପହଂଚିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.