ରଥଯାତ୍ରାରେ ଛେରା ପହଁରା କରିବେ ଗଜପତି ମହାରାଜା

ଭୁବନେଶ୍ୱର-ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରାରେ ଛେରା ପହଁରା କରିବେ । ଏ ନେଇ ଗଜପତି ନିଜେ ସୂଚନା ଦେଇଛନ୍ତି । ଫଳରେ ରଥଯାତ୍ରାରେ ଗଜପତିଙ୍କ ଛେରା ପହଁରା କରିବା ନେଇ ଥିବା ସସପେନ୍‌ସ ଉପରୁ ପରଦା ଉଠିଛି । ଆମେତ୍ଥ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ସ୍ନାନ ଯାତ୍ରାକୁ ନ ଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ । ମହାପ୍ରଭୁ ଚାହିଁଲେ ବାହୁଡାରେ ମଧ୍ୟ ଯିବୁ ବୋଲି ଗଜପତି କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେସ ମହାପ୍ରଭୁଙ୍କ ସ୍ନାନ ଯାତ୍ରାପେ ଛେରା ପହଁରା କରି ନ ଥିଲେ ଗଜପତି । ପରମ୍ପରା ଅନୁସାରେ ତାଙ୍କ ମୁଦିରସ୍ତ ଛେରା ପହଁରା କରିଥିଲେ ।

Comments are closed.