ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟଲଙ୍କ ସମେତ ତିନି ଜଣଙ୍କ ଇସ୍ତଫା

ନୂଆଦିଲ୍ଲୀ – ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟଲ ନିଶାଙ୍କ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ଇସ୍ତଫା ଦେଇଛନ୍ତି । ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ତିନି ଜଣ ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପାଇପାରନ୍ତି । ସେମାନେ ହେଲେ ଅନୁରାଗ ଠାକୁର, ଜି. କିଷନ ରେଡ୍ଡୀ ଓ ପୁରୁଷୋତ୍ତ୍ ରୁପାଲ । ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅବସରପ୍ରାପ୍ତ ଓଡିଶା କ୍ୟାଡର ଆଇଏଏସ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ହୋଇପାରନ୍ତି ।

Comments are closed.