କୋଭିଶିଲ୍ଡ ଅଭାବ, ୫ଟି ଜିଲ୍ଲାରେ ଆଜି ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟର ୫ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଝାରସୁଗୁଡା, ନୂଆପଡା, କୋରାପୁଟ, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । କୋଭିଶିଲ୍ଡ ଟିକା ଅଭାବ ଯୋଗୁଁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବାକୁ ପଡିଛି । ଆଜି ରାଜ୍ୟର ୫୨୦ଟି ସେସନରେ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Comments are closed.