ମାଲକାନଗିରି ବଣ୍ଡା ଘାଟିରେ ଦୁର୍ଘଟଣା, ଜଣେ ମୃତ, ୧୦ରୁ ଅଧିକ ଆହତ

ମାଲକାନଗିରି- ମାଲକାନଗିରି ବଣ୍ଡା ଘାଟିରେ ଦୁର୍ଘଟଣା ଘଟିଛି । ଘାଟିରେ ଏକ କମାଣ୍ଡର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଦାଣ୍ଡିପଡାର ସୋମା ମାନ୍ଦ୍ରା ବୋଲି ଜଣାପଡିଛି । ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଖଇରପୁଟରୁ ଆସୁଥିବା ବେଳେ ବ୍ରେକ୍ ଫେଲ୍ ହେବାରୁ କମାଣ୍ଡରଟି ଓଲଟି ପଡିଥିବା ସୂଚନା ମିଳିଛି ।

Comments are closed.