ଆସନ୍ତା ୧୯ ତାରିଖରୁ ରାଜଧାନୀରେ ପୁଣି ନିୟମିତ ହେବ ମୋ ବସ୍ ସେବା

ଭୁବନେଶ୍ୱର- ଆସନ୍ତା ୧୯ ତାରିଖରୁ ନିୟମିତ ରାଜଧାନୀରେ ଭାବେ ‘ମୋ ବସ୍’ ସେବା ପୁଣି ଆରମ୍ଭ ହେବ । ଏ ନେଇ କ୍ୟାପିଟାଲ ରିଜିଓନାଲ ଅର୍ବାନ ଟ୍ରାନସପୋର୍ଟ –ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇ । ମୋ ବସ୍ ସେବା ନେଇ ବିସ୍ତୃତ ସୂଚନା ପରେ ଦିଆଯିବ ।

ଭୁବନେଶ୍ୱର ଆସୁଥିବା ରେଳଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ପାଇଁ ଶୁକ୍ରବାର-ରବିବାର ଯାଏଁ ସେବା ଜାରି ଦିଆଯିବ । ସେହିପରି ବିମାନବନ୍ଦରରୁ ରେଳ ଷ୍ଟେସନ ଯାଏଁ ବି ମୋ ବସ୍ ସେବା ଉପଲବ୍ଧ ରହିବ ।

Comments are closed.