କୋରାପୁଟରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

କୋରାପୁଟ – କୋରାପୁଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ।

ସହିଦ ଲକ୍ଷ୍‌ମଣ ନାୟକ ମେଡିକାଲ କଲେଜର ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ସଚିବ । ଅକ୍ସିଜେନ ପ୍ଲାଂଟ୍ ନିର୍ମାଣ କାର୍ଯ୍ୟ ଓ କୋଭିଡ ସ୍ଥିତିର ବି ସମୀକ୍ଷା କରିଛନ୍ତି । ବାଳିକା ଉଚ୍ଚବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମର ନିର୍ମାଣ କା ର୍ଯ୍ୟ ବୁଲି ଦେଖିଛନ୍ତି ଦୁଇ ସଚିବ ।

Comments are closed.