କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି

ଭୁବନେଶ୍ୱର- କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ ତାରିଖରୁ ୧୪ ଯାଏଁ ଅନଲାଇନରେ ଆବେଦନ କରିହେବ । ରେଜଲ୍ଟ ପ୍ରକାଶ ପାଇ ନ ଥିବା ୟୁଜି ଛାତ୍ରଛାତ୍ରୀମାନେ ବି ଆବେଦନ କରିପାରିବେ । କମନ ପିଜି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ । ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

Comments are closed.