ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ବକ୍ସର ଲଭଲିନା

ଟୋକିଓ – ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ପଦକ ନିଶ୍ଚିତ କରିଛନ୍ତି ମହିଳା ବକ୍ସର ଲଭଲିନା ବୋର୍ଗୋହେନ । ୱେଲଟେରୱେଟ୍ ଶ୍ରେଣୀରେ ଲଭଲିନା ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେଇର ସିନ୍ –ସେନ୍ ନିଏନଙ୍କୁ ୪-୧ ରେ ହରାଇଛନ୍ତି ।

Comments are closed.