ଜଗତସିଂହପୁର ଜିଲ୍ଲାରୁ ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଜଗତସିଂହପୁର- ଜଗତସିଂହପୁର ସଦର ଥାନା ପୁନଙ୍ଗରେ ଅବକାରୀ ବିଭାଗ ଚଢାଉ କରି ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହି ମାମଲାରେ ପ୍ରଭାତ ରଞ୍ଜନ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଗିରଫ ଯୁବକଙ୍କଠାରୁ ଏକ ବାଇକ୍ ବି ଜବତ କରିଛି ଅବକାରୀ ବିଭାଗ ।

Comments are closed.