ସାଇବର ଠକେଇରୁ ଦୂରେଇ ରହିବା ପାଇଁ ଓଡିଶା ପୋଲିସର ସତର୍କ ସୂଚନା

ଭୁବନେଶ୍ୱର- ସାଇବର ଠକେଇରୁ ଦୂରେଇ ରହିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ଟ୍ୱିଟ୍ କରି ଲୋକଙ୍କୁ ସତର୍କ କରିଛି ଓଡିଶା ପୋଲିସ । କେୱାଇସି ଅପଡେଟ୍ ପାଇଁ କୌଣସି ଅଜଣା ନମ୍ବରକୁ କଲ୍ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି ମେସେଜକୁ ଗୁରୁତ୍ୱ ନ ଦେବା ପାଇଁ ପରାମର୍ଶ ଦେଇଛି ଓଡିଶା ପୋଲିସ ।

Comments are closed.