ଆକାଶ ପାଠକଙ୍କ ବିରୋଧରେ ଠକେଇ ଅଭିଯୋଗ, ତଦନ୍ତ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚ ଟିମ୍

‌ବ୍ରହ୍ମପୁର – ଆୟ ବହିର୍ଭୂତ ସଂପତି ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଥିବା ପୁ୍‌ଅ ଆକାଶ ପାଠକଙ୍କ ବିରୋଧରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗର ଯାଂଚ ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଂଚର ଦୁଇ ଜଣିଆ ଟିମ୍ ପହଂଚିଛନ୍ତି । ଚାକିରୀ ଦେବା ନାଁରେ ମୋଟା ରକମ ନେଇ ଅନେକ ଲୋକଙ୍କୁ ଆକାଶ ଠକିଥିବା ଅଭିଯୋଗ ଆସିଛି ।

Comments are closed.