‘ସାଗରମାଳା’ ରାଜ୍ୟସ୍ତରୀୟ କମିଟିର ଦ୍ୱିତୀୟ ବୈଠକ

ଭୁବନେଶ୍ୱର – ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ “ସାଗରମାଳା” ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବନ୍ଦରଭିତ୍ତିକ ସମୃଦ୍ଧିରେ ଏହି ପ୍ରକଳ୍ପ ସହାୟକ ହେବ l ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଓ ସମ୍ପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ l ଏହି ଅବସରରେ ରାଜ୍ୟରେ “ଲକ୍ଷ୍ମୀ” ବସ ସେବାର ମାର୍ଗଦର୍ଶିକା ପୁସ୍ତିକା ଉନ୍ମୋଚିତ ହୋଇଛି।

Comments are closed.