ବାଲେଶ୍ୱର ସହଦେବଖୁଣ୍ଟା ପରିବା ବଜାରରୁ ବ୍ରାଉନସୁଗାର ଜବତ , ୨ ଗିରଫ

ବାଲେଶ୍ୱର – ପୁଣି ବ୍ରାଉନସୁଗାର ଜବତ । ବାଲେଶ୍ୱର ସହଦେବଖୁଣ୍ଟାରେ ପରିବା ବଜାରରୁ ଜବତ ହୋଇଛି ବ୍ରାଉନସୁଗାର । ଏହି ଘଟଣାରେ ଡ୍ରଗ୍ସ ମାଫିଆ ଅଶୋକ ଯାଦବ ଓ ସୁରଜ ଯାଦବଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କଠାରୁ ୧ କିଲୋ ୫୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

Comments are closed.