ଶ୍ରୀରାମଚରିତ ମାନସ: ପ୍ରଥମହିଂ ମୈ କହି ସିବ ଚରିତ ବୁଝା ମରମୁ ତୁହ୍ମାର। ସୁଚି ସେବକ ତୁହ୍ମ ରାମ କେ ରହିତ ସମସ୍ତ ବିକାର॥

ପ୍ରଥମହିଂ ମୈ କହି ସିବ ଚରିତ ବୁଝା ମରମୁ ତୁହ୍ମାର।

ସୁଚି ସେବକ ତୁହ୍ମ ରାମ କେ ରହିତ ସମସ୍ତ ବିକାର॥

ଭାବାର୍ଥ:- ମୁଁ ପ୍ରଥମରୁ ହିଁ ଶ୍ରୀଶିବଙ୍କ ଚରିତ୍ର କଥା କହି ତୁମ ମନରେ ଥିବା ଉଦ୍ଦେଶ୍ୟକୁ ବୁଝିଲି । ତୁମେ ସମସ୍ତ ଦୋଷରୁ ମୁକ୍ତ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ – ପରମ ସେବକ ଅଟ ।

॥ ବାଲ କାଣ୍ଡ ॥

Comments are closed.