ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ଧୀରେ ଧୀରେ ସ୍ୱାଭାବିକ ହେଉଛି ଅର୍ଥନୀତି, ଜୀବିକା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 

୨.ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ନଦୀ କ୍ରୁଜ୍ ଆରମ୍ଭ ପାଇଁ ନିଷ୍ପତି, ପିପିପି ମୋଡ୍‌ରେ କାର୍ଯ୍ୟକାରୀ ହେବ ଯୋଜନା

୩.ନୀତି ଆୟୋଗର ଡେଲଟା ରାକିଂରେ ଓଡିଶାର ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲା, ସ୍ଥାୟୀ କୃଷି ବିକାଶ ଓ ଜଳସଂପଦ ସୁବିନିଯୋଗ କ୍ଷେତ୍ରରେ ଭଲ ପ୍ରଦର୍ଶନ

୪.କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଖୋର୍ଧା, କଟକ ଜିଲ୍ଲାରେ କୋଭିଡ ରଣନୀତିକୁ ସୁଦୃଢ ଉପରେ ଗୁରୁତ୍ୱ

୫.ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ୮୭ ହଜାର ପାର, ଆଉ ୩ ହଜାର ୨୮୭ ଲୋକ କୋରୋନା ମୁକ୍ତ, ଖୋର୍ଧାରୁ ସର୍ବାଧିକ ୫୧୧ ଓ ଗଂଜାମରୁ ୩୬୮

୬.ଓଡିଶାରେ ଆଗାମୀ ଦେଢ ମାସ ମଧ୍ୟରେ କମିବ କୋରୋନା ପଜିଟିଭ ମାମଲା : ଡିଏମଇଟି ନିର୍ଦ୍ଦେଶକ

୭.ଷ୍ଟାର୍ଟଅପ୍ ଓଡିଶାର ଆଇସର୍ଭୟୁଇଣ୍ଡିଆକୁ ଅଧିଗ୍ରହଣ କଲା ନିୟୋଜିନ୍ ଫିନଟେକ୍

୮.ସେପଟେମ୍ବର ୫ ତାରଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

୯.ଆୟ ବହିର୍ଭୁତ ସଂପତି ଠୁଳ ମାମଲା, ଭିଜିଲାନ୍ସ ଜାଲରେ ଫ୍ୟାକଟ୍ରିଜ୍ ଆଣ୍ଡ୍ ବଏଲର୍ସ ବିଭାଗର ଉପ ନିର୍ଦ୍ଦେଶକ

Comments are closed.