ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି

କଟକ- ଏହିମାସ ୧୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେଉଛି । ମୋଟ ୫ ହଜାର ଟିକେଟ୍ ବିକ୍ରି କରାଯିବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ। ୨,୪,୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ ଏନକ୍ଲୋଜର ଓ ଏସି ବକ୍ସ ଟିକେଟ ମିଳିବ। ଅନଲାଇନ ଟିକେଟ ବୁକିଂ ବେଳେ ଦର୍ଶକଙ୍କୁ ନିଜର ପରିଚୟ ପତ୍ର ଦେବାକୁ ପଡିବ । ୯ ତାରିଖରୁ ଟିକେଟ ସଂଗ୍ରହ କରିବେ ଦର୍ଶକ।

Comments are closed.